ସଂରକ୍ଷଣ ଅଡ଼ୁଆ: ପୌର ନିର୍ବାଚନରେ ବି ରହିନପାରେ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଅକଳରେ ସମସ୍ତେ ଭୁବନେଶ୍ୱର : ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ପୂର୍ବରୁ ‘ଟ୍ରିପଲ ଟେଷ୍ଟ’ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପାଳନ କରାଯିବ। ଯଦି କୌଣସି ଅଞ୍ଚଳରେ ଏହା ପା​ଳନ ହୋଇନଥାଏ, ତେବେ ସେ ଅଞ୍ଚଳରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଆସନ ଅଣସଂରକ୍ଷିତ ଭାବେ ବିବେଚନା ହେବ। ରାଜ୍ୟ ନିର୍ବାଚନ କମିସନ ଏହା ଅନୁପାଳନ ହେଉଛି ନା ନାହିଁ;ତାହା ନିଶ୍ଚିତ କରିବେ। ମଧ୍ୟପ୍ରଦେଶ … Continue reading ସଂରକ୍ଷଣ ଅଡ଼ୁଆ: ପୌର ନିର୍ବାଚନରେ ବି ରହିନପାରେ